କାଲି ଗାଡ଼ିରେ ଆଉ ଗୋଟେ ପୁରୁଣା bollywood ଗୀତ ଶୁଣୁ ଶୁଣୁ ଭାବିଲି, ଏବେ ବି ମତେ ସେହି ସବୁ ଗୀତ ହିଁ କାହିଁକି ଭଲ ଲାଗୁଛି ଯୋଉଟା ଆଗରୁ ଲାଗୁଥିଲା | ଏତେ ଦିନ ପରେ ବି ମୋର taste evolve ହେଇନି? ଆଜି କାଲି ତ ସବୁ ପ୍ରକାର ଗୀତକୁ ଅବାଧ access ଅଛି | ରେଡ଼ିଓ On କଲେ , ଖାଲି ସେଥିରେ ପଂଜାବୀ ଗୀତ | American ଆଉ Korean Pop music ର ଚାହିଦା ତ GenZ ଆଉ GenAlpha generation ଉପରେ କିମିଆ କରିଛି | ତାହେଲେ, ମୁଁ କାହିଁକି ସବୁବେଳେ ସେହି Kishore, Aasha, Rafi, Lata, RD Burman ଙ୍କ ପଛରେ ପଡିଛି? ଏମିତି ନୁହେଁ ଯେ ମୁଁ try କରିନି? 20 ବର୍ଷ ତଳେ , English Rock ଆଉ Pop Music ଶୁଣିବା ପାଇଁ ବହୁ CD କିଣି, Lyrics ଘୋଷି ବହୁତ ଚେଷ୍ଟା କରିଥିଲି, Western music ର fan ହବା ପାଇଁ | ବହୁ ସମୟ ଆଉ ଅର୍ଥ ହାନି ପରେ, ପୁଣି ଫେରି ଆସି ଥିଲି ମୋର Sonu Niigam, Shreya Ghoshal, Kumar Sanu, Alka Yagnik ଙ୍କ ପାଖକୁ | କାହିଁକି? ଯୋଉ ସଂଗୀତ କୁ କୋଟି କୋଟି ଦେଶ ବିଦେଶର ଲୋକ ପାଗଳଙ୍କ ଭଳିଆ ଶୁଣନ୍ତି, ମୁଁ ତାକୁ appreciate କରି ପାରୁନି କାହିଁକି?
ଆଉ ହିନ୍ଦୀ ଗୀତ ସବୁ ମୁଁ ବାରମ୍ବାର ବାରମ୍ବାର ଶୁଣି ଚାଲିଛି| କାହିଁକି? Nostalgia? Familiarity? Associativity?
ଠିକ ସେତିକିବେଳେ, ପଛ seat ରେ କାନ ରେ earphone ଦେଇ ବସିଥିବା ମୋ ଝିଅ ଗୁଣୁଗୁଣେଇଲା , "don't you love me like i love you baby ?" ... ଆଉ ମୋ car stereo ରେ ବାଜୁଥିଲା , "कोई खलिश है हवाओं में बिन तेरे" ...
खलिश - This is not an usual word.
ତା' ପରେ ବାଜିଲା - ये दिल तुम बिन कहीं लगता नहीं हम क्या करें, तसव्वुर मे कोइ बसता नही हम क्या करें
तसव्वुर - Not a daily-use word.
Then, it struck me.
It is not only the music. It is not only the voice. It is the words.
More than - Kishore, Lata and Kumar Sanu, it is Sahir Ludhiwanvi. It is Gulzar. It is Javed Akhtar. It is Prasoon Joshi.
ଶବ୍ଦ, ଅର୍ଥ, ଭାବ - ସେ ଗୁଡା ହିଁ ମତେ ପ୍ରଭାବିତ କରିଛି |
Western Music ରେ କେବଳ every-day usage words ସବୁ use ହେଉଥିଲାବେଳେ, ଆମର ପ୍ରିୟ poets ମାନେ ଏମିତି ଏମିତି ଶବ୍ଦ , ଏମିତିଆ phrases , ଏତେ ହୃଦୟସ୍ପର୍ଶୀ ଭାବ, ଏତେ ଗଭୀର ଚିନ୍ତା, ଏ ଗୀତ ସବୁ ରେ ଖଞ୍ଜି ଦେଇଛନ୍ତି , ଶୁଣିଲେ ଆମ ଭିତରେ ଗୋଟେ ଅଜିବ ଶିହରଣ ସୃଷ୍ଟି କରେ |
ଶବ୍ଦ ଆଉ ଭାବ ର ଚାତୁରୀ ସହ ତାଳ ଆଉ ସ୍ୱର ର ଯାଦୁଗରୀ - Long Live Indian Music.
हज़ारों ख़्वाहिशें ऐसी कि हर ख़्वाहिश पे दम निकले |
No comments:
Post a Comment