Monday, May 11, 2026

ଵେଙ୍ଗାଲୁରୁ ଛତୁଆ

 ବୋଉ ସେଦିନ କହିଲା "ତୁମ Bangalore ଛତୁଆ ଗୁଡା ଭାରି ବାଜେ | ଆମ ଓଡିଶା ଛତୁଆ କେତେ ଭଲ ! ନନାଙ୍କୁ ଏଗୁଡା ଜମା ଭଲ ଲାଗୁନି | "

ମୁଁ ଆଶ୍ଚର୍ଯ୍ୟ ହେଇ କହିଲି , "ଛତୁଆ ଆମ ଘରେ ନଥିଲା |"

"Last 3 ଦିନ ହେଲାଣି ରା ଏଇ ଡବାରେ ଥିବା ଛତୁ ମୁଁ ନନାଙ୍କୁ କଦଳୀ ଚକଟି ଦଉଛି |" - ବଡ କଳା ଡବା ଟିକୁ ଦେଖେଇ ବୋଉ କହିଲା |

ପେଟ କାଟିବା ଯାଏ ହସିଲି |

ଯା ହଉ ସେଇ ବାହାନାରେ ନନା ଟିକେ Protein Powder ଗୁଡା ଖାଇଦେଲେ , ନହେଲେ expiry date ପଳେଇଲା ପରେ ଫୋପଡ଼ା ହେଇଥାନ୍ତା ଭଲା |

No comments:

Post a Comment